ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଗସ୍ତ ପାଇଁ ରାତିଦିନ ଏକ କରି ଦେଇଥିଲା ପ୍ରଶାସନ | ଯାଜପୁର ସହରର ସବୁ ରାସ୍ତାକୁ ମରାମତି କରାଯାଇଥିଲା | ସହର ମୁଖ୍ୟ ରାସ୍ତା ପିଚୁ ଧସିଯାଇଥିବା ଦେଖିବାକୁ ମିଳିଛି | ସେଠାରେ ଏତେବଡ ଗର୍ତ୍ତ ହୋଇଛି ଯେ କେହି ଲୋକ ଗଳିପଡିବାର ଆଶଙ୍କା ରହିଛି | ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଓଡ଼ିଶାର ୩୦ ଟି ଜିଲ୍ଲାର ଗସ୍ତ କାର୍ଯ୍ୟକ୍ରମର ଶେଷ ଜିଲ୍ଲା ଭାବେ ଯାଜପୁର ତାଲିକା ରହିଥିଲା | ସହର … Continue reading ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା